ଗଞ୍ଜାମ: ରେଡ୍ ହଟ୍ ପାଲଟିଛି ଗଞ୍ଜାମ ଜିଲ୍ଲା । ଓଡ଼ିଶାର ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ଜିଲ୍ଲା | ମାତ୍ର ୮ ଦିନରେ ଚିହ୍ନଟ ହୋଇଛନ୍ତି ୧୧୮ ଆକ୍ରାନ୍ତ । କହି ରଖିବା ଉଚିତ ହେବକି, ମେ ୨ ତାରିଖରେ ହିଁ ଏଠାରେ ପ୍ରଥମ ପଜିଟିଭ କେଶ ଚିହ୍ନଟ ହୋଇଥିଲା । ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଅଛନ୍ତି ୩୩ ଦଶମିକ ୫ ପ୍ରତିଶତ ।
କରୋନା ଆକ୍ରାନ୍ତ ତାଲିକାରେ ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ ନମ୍ବର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- shkola onlain_wgml on ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟସ ଲଡୁ ।
- Leontaugs on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- shkola onlain_goel on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- shkola onlain_ziml on ହଷ୍ଟେଲ ରୁମ୍ ରେ ଛାତ୍ରୀଙ୍କ ଆତ୍ମହତ୍ୟା!
- mostbet_zysl on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
