ନୂଆଦିଲ୍ଲୀ: ନବୀନଙ୍କ କାଳିଆ ଯୋଜନାକୁ ମାତ୍ ଦେବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା । ମୋଦି ସରକାର ୨୦୧୯-୨୦ ବର୍ଷର ବଜେଟ୍ ଅଧିବେଶନରେ କୃଷକ କାର୍ଡ଼ ଖେଳି ପୁଣି ବିରୋଧି ଶିବିରକୁ ଥରାଇଛନ୍ତି । ପିଏମ୍ କିଷାନ ଯୋଜନାରେ ୨ ହେକ୍ଟର କମ ଜମିଥିବା ଚାଷୀଙ୍କୁ ୬ହଜାର ଟଙ୍କାର ସହାୟତା ମିଳିବା ନେଇ ସୂଚନା ମିଳିଛି । ଯେଉଁ ଚାଷୀ ଉପଯୁକ୍ତ ତାଙ୍କ ଜମାଖାତାରେ ସିଧାସଳଖ ଜମା ହେବ । ଏହାକୁ ୩ଟି କିସ୍ତିରେ ଚାଷୀମାନେ ଉପକୃତ ହେବେ, ପ୍ରଥମ କିସ୍ତିରେ ୨ହଜାର ଟଙ୍କା ସିଧାସଳଖ ଚାଷୀ ଉପକୃତ ହେବେ । ଏହା ପୂର୍ବରୁ ୨୦୧୮ ଡ଼ିସେମ୍ବର ୧ ତାରିଖରୁ ଲାଗୁ ହେଉଥିବା ବେଳେ ଏଥିରେ ୧୨କୋଟି କୃଷକ ଉପକୃତ ହେବେ । ଅନ୍ୟପଟେ ନବୀନ ସରକାର ଏପରି ଯୋଜନା ଶୁଭାରମ୍ଭ କରି ପ୍ରଥମ ପର୍ଯ୍ୟୟରେ ୧୨ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ରାଜ୍ୟ ସରକାର କାଳିଆ ଯୋଜନାରେ ୩୦ଲକ୍ଷ ଚାଷୀ ଉପକୃତ ହେବା ନେଇ ସ୍ଥିର କରିଛନ୍ତି ।
ନବୀନଙ୍କ କାଳିଆ ଯୋଜନାକୁ ମାତ୍ ଦେବ ପ୍ରଧାନମନ୍ତ୍ରୀ କିଷାନ ଯୋଜନା !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
