ମୟୂରଭଞ୍ଜ: ଗତକାଲି ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଲକ ୩୨ ନମ୍ବର ଜୋନର ଜିଲ୍ଲାପରିଷଦ ଉପ-ନିର୍ବାଚନ ଶେଷ ହୋଇଯାଇଛି। ତେଣୁ ଆଜି ଆସିବ ଉପନିର୍ବାଚନର ଫଳାଫଳ । ତେବେ ମତଦାନ ହାର ୭୭ ଦଶମିକ ୯୬ ପ୍ରତିଶତ ରହିଥିବା ବେଳେ ଉପନିର୍ବାଚନରେ ମୋଟ ୧୦ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ । ଅନ୍ୟପଟେ ବିଜେଡି, ବିଜେପି ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଲଢେଇ ହେବାର ସମମ୍ଭବନା ରହିଛି । ତେବେ ପ୍ରତ୍ୟେକ ବୁଥରେ ବିଜେପି, ବିଜେଡି ଓ ଜେଏମ୍ଏମ୍ ମଧ୍ୟରେ କଡ଼ା ଟକ୍କର ହେଉଥିବା ଦେଖିବାକୁ ମିଳିଛି । କ˚ଗ୍ରେସ ମଧ୍ୟ ଭଲ ଫଳାଫଳ କରିବା ନେଇ ଆଶାବାଦୀ ରହିଛି। ତେବେ, ଆଜି ଫଳାଫଳ ଘୋଷଣା ପରେ ଦେଖାଯିବ କାହାକୁ ଭାଗ୍ୟ ସାଥ ଦେଇଛି । ସେପଟେ ବିଜେପିର ଜିଲ୍ଲା ପରିଷଦ ସଦସ୍ୟଙ୍କ ଦେହାନ୍ତ ହୋଇଯିବାରୁ ବିଜାତଳାରେ ଉପନିର୍ବାଚନ ହୋଇଛି । ଗତକାଲି ୭ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ୮୨ଟି ବୁଥରେ ଭୋଟ୍ ଗ୍ରହଣ ହୋଇଥିଲା । ୫ଟି ପଂଚାୟତର ୨୩ହଜାର ଭୋଟର ଭୋଟ ଦେଇ ୧୦ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି
ମୟୂରଭଞ୍ଜ ଜିଲ୍ଲା ବିଜାତଳା ଜିଲ୍ଲାପରିଷଦ ଉପ-ନିର୍ବାଚନର ଆଜି ଆସିବ ଫଳାଫଳ, କିଏ ମାରିବ ବାଜିମାତ୍ !
- Advertisement -
Stay Connected
Comment
- mostbet_hsma on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- pinup_hxPl on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- mostbet_ubEr on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_izOa on କଂଗ୍ରେସ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା : ଦିଲ୍ଲୀ ଗଲା ପିଇସିରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା
- mostbet_rrot on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Kasyno vavada systematycznie buduje swoją pozycję wśród polskim graczom, oferując kompletną lokalizację w języku polskim. Vavada casino zapewnia metody płatności dostosowane do lokalnego rynku, a vavada pl umożliwia łatwy dostęp dla graczy z Polski. Oficjalną stronę vavada kasyno odwiedzają głównie doświadczonych graczy, którzy doceniają atrakcyjne bonusy i program lojalnościowy.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!
Vavada Polska kusi graczy nie tylko bonusami, ale też prostotą rejestracji i ogromnym katalogiem gier. Wygodne płatności w PLN oraz szybkie wypłaty? To właśnie doceniają użytkownicy. Wielu z nich chwali intuicyjną obsługę i dynamiczne aplikacje mobilne. A cashback? W Polsce uznawany jest niemal za obowiązkowy element, bo pozwala zmniejszyć ryzyko strat. Czy dziwi więc, że platforma zdobyła reputację bezpiecznej i praktycznej alternatywy wobec konkurencji?