ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମାର୍କୋନା ଷ୍ଟେସନ ବଜାର ରୁ ଚୋରି ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଷ୍ଟେସନ ବଜାରରେ ଥିବା ୩ଟି ଦୋକାନ କୁ ଏକା ସମୟରେ ତାଲାଭାଂଗି ଦୃବୁର୍ତ୍ତମାନେ ସମସ୍ତ ଜିନିଷ ସହିତ ୨୦ହଜାର ରୁ ଅଧିକ ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ସିମୁଳିଆ ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସନ୍ଦେହ ରେ ଗୋଟିଏ ଯୁବକ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ତାଲାଭାଙ୍ଗି ୩ ଟି ଦୋକାନ ଲୁଟିନେଲେ ଦୁର୍ବୁତ, ସନ୍ଦହରେ ଜଣେ ଯୁବକ ଅଟକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- KellyTouri on ଭୁବନେଶ୍ୱର ଓ କଟକରେ ୬୫୦ ଶଯ୍ୟାବିଶିଷ୍ଟ କୋଭିଡ୍ ହସପିଟାଲ ଉଦଘାଟିତ କଲେ ମୁଖ୍ୟମନ୍ତ୍ରୀ
- Tobyteway on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- JamesSak on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
- Robertmeemi on ପୁଣି ଆଜି ଏକ ବସ ଦୁର୍ଘଟଣାଗ୍ରସ୍ତ, ୧୧ ମୃତ ୧୯ ଆହତ!
- JustinIcole on ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ
