ଭୁବନେଶ୍ବର: ରାଜ୍ୟରେ ବଢୁଛି କରୋନା ଟେଷ୍ଟିଂ କ୍ଷମତା। ଗତକାଲି ଗୋଟିଏ ଦିନରେ ସର୍ବାଧିକ ୨୨୦୯ଟି ସାମ୍ପଲ ଟେଷ୍ଟ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୫ହଜାର ୯୮୪ଟି ନମୂନା ପରୀକ୍ଷା ହୋଇଛି। ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩କୁ ବୃଦ୍ଧି ପାଇଥିବା ବେଳେ ସୁସ୍ଥ ହେଲେଣି ୩୨ ଜଣ । ମୃତ୍ୟୁବରଣ କରିଛନ୍ତି ଜଣେ । ଆକ୍ଟିଭ୍ କେସ୍ ରହିଛି ୫୦ । ଭୁବନେଶ୍ୱରରରେ ମୋଟ୍ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ ରହିଛି ୨୪ ।କରୋନା ମୁକ୍ତ ହୋଇଛି ଢେଙ୍କାନାଳ ଓ କଳାହାଣ୍ଡି ଜିଲ୍ଲା । ପୂର୍ବରୁ ପୁରୀ, କଟକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟର ୪ଟି ଜିଲ୍ଲା କରୋନା ମୁକ୍ତ ହୋଇଛି । ୬ଟି ଜିଲ୍ଲା ଖୋର୍ଦ୍ଧା, ବାଲେଶ୍ୱର, ଭଦ୍ରକ, ଯାଜପୁର, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରେ ରହିଛି ଆକ୍ଟିଭ୍ କେସ୍ ।
ଗତକାଲି ଗୋଟିଏ ଦିନରେ ହେଲା ରେକର୍ଡ ସଂଖ୍ୟକ ୨୨୦୯ ନମୁନା ପରୀକ୍ଷା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Angelothini on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- Angelothini on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- Martinidogy on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Angelothini on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- DavidElIfe on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
