ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସାରୀ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଅଷ୍ଟମ ତାଳସାରୀ ବେଳାଭୂମି ମହୋତ୍ସବର ଉଦଘାଟନ ହୋଇଯାଇଛି । ଗତକାଲି ୧୨.୩୦ ମିନିଟରେ ମୁଖ୍ୟମନ୍ତ୍ରୀ ବେଳାଭୂମିରେ ଅବତରଣ କରିଥିଲେ । ସେଠାରେ ଅପେକ୍ଷାରତ ମନ୍ତ୍ରୀ ଅନନ୍ତ ଦାସ ,ଜିଲ୍ଲାପାଳ ରମେଶଚନ୍ଦ୍ର ରାଉତ ଏବଂ ଏସିପି ବିି ଜୁଗୋଳ କିଶୋର ମୁଖ୍ୟମନ୍ତ୍ରିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହପରେ ମନ୍ତ୍ରୀ ୨୧ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ଏବଂ ୧୨ଟି ପ୍ରକଳ୍ପ ପାଇଁ ୭୫କୋଟି ୮୭ ଲକ୍ଷଟଙ୍କା ଭୋଗରାଇବାସୀଙ୍କ ନିମନ୍ତେ ଉତ୍ସର୍ଗ କରିଥିଲେ । କେନ୍ଦ୍ର ସରକାର ଓଡିଶା ପାଇଁ କିଛି କରିପାରୁନଥିବା ବେଳେ ରାଜ୍ୟ ସରକାର ଯାହା କରୁଛନ୍ତି କେନ୍ଦ୍ର ତାକୁ ବିରୋଧ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ତାଳସାରୀ ଗ୍ରସ୍ତ!
- Advertisement -
Stay Connected
Comment
- vardenafil and sildenafil on ସମବାୟ ବିଭାଗର ମହିଳା କର୍ମଚାରୀମାନେ ପାଳିଲେ ଦୀପାବଳି
- Brentondeala on ଆଜିର ରାଶିଫଳ
- MichaelNeozy on ଆଜିର ରାଶିଫଳ
- Donaldestip on ଆଜିର ରାଶିଫଳ
- CharlesBam on ଆଜିର ରାଶିଫଳ

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Casino vavada zyskuje pozytywne opinie dzięki różnorodnej ofercie obejmującej sloty, gry stołowe oraz turnieje z evolution gaming. Kasyno online oferuje bonus powitalny, darmowe spiny i bonusy oraz kody promocyjne dla nowych graczy. Obsługa klienta gaming działa sprawnie, a gracze mogą wziąć udział w promocjach dostępnych na vavada pl.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.