ଅନୁଗୋଳ: ପୂର୍ବତନ ବିଧାୟକଙ୍କ ମୃତ୍ୟୁ । ଅନୁଗୁଳ ଜିଲ୍ଲା ଆଠମଲ୍ଲିକର ପୂର୍ବତନ ବିଧାୟକ ରାଜକିଶୋର ପ୍ରାଧାନଙ୍କ ମୃତ୍ୟୁ ଘଟିଛି । ସୂଚନା ମୁତାବକ ବିଧାୟକ ରାଜକିଶୋର ଟ୍ରେନରେ ବଇଣ୍ଡା ଯାଉଥିଲେ । ତେବେ ତାଙ୍କର ସ୍ମରଣ ଶକ୍ତି ହ୍ରାସ ଯୋଗୁଁ ସେ କଇଁଫୁଲିଆରେ ଟ୍ରେନରୁ ଓହ୍ଳେଇବାକୁ ଚେଷ୍ଟା କରୁଥିଲେ । ଯାହାଫଲରେ ସେ ଖସି ପଡିଥିବା ଯୋଗୁଁ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଳାଗିଛି । ଯାହାଫଳରେ ଘଟଣା ସ୍ଥଲରେ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଗତକାଲି ସନ୍ଧ୍ୟାରେ ନାଲକୋଥାନା ଅନ୍ତର୍ଗତ କଇଁପୁଲିଆ ରେଳଲାଇନ ନିକଟରୁ ବି ଧାୟକଙ୍କ ମୃତ ଦେହକୁ ଜିଆରପି ପୁଲିସ ଉଦ୍ଧାର କରିଥିବା ଜଣାପଡିଛି ।
ଟ୍ରେନଲାଇନ ନିକଟରୁ ପୂର୍ବତନ ବିଧାୟକଙ୍କ ମୃତଦେହ ଉଦ୍ଧାର କଲା ଜିଆରପି ପୁଲିସ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Michaelmes on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- Randymah on ବିଭିନ୍ନ ଦାବି ନେଇ ଆଜିଠୁ ବଲାଙ୍ଗିର ବନ୍ଦ
- HugoJeove on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- 888starz_orsn on ୟୁଥ ଅଲିମ୍ପିକ୍ସ ହକି: ସହଜ ବିଜୟ ସହ ମହିଳା ଭାରତୀୟ ଦଳର ଅଭିଯାନ
- chicken-road_mySl on କାନ୍ଥରେ ବାଜିଲା ଏୟାର ଇଣ୍ଡିଆ ବିମାନ ଡେଣା
