ଭୁବନେଶ୍ୱର : ମାରାତ୍ମକ କୋଭିଡ଼୍-୧୯ ସଂକ୍ରମଣ ରୋକିବା ପାଇଁ ସନ୍ଦିଗ୍ଧମାନେ କ୍ୱାରାଣ୍ଟାଇନ୍ରେ ରହିବାର ଆବଶ୍ୟକତା ରହିଛି। ଏପରି ସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଇତିମଧ୍ୟରେ ଭୁବନେଶ୍ୱରର ୧୧ ଘରୋଇ ହୋଟେଲରେ ବିଏମ୍ସି ଦ୍ୱାରା ପେଡ୍ କ୍ୱାରାଣ୍ଟାଇନ୍ ସେଣ୍ଟର ଖୋଲାଯାଇଛି। ପୂର୍ବରୁ ପର୍ଯ୍ୟାୟକ୍ରମେ ୯ଟି ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ହୋଇଥିବାବେଳେ ଗୁରୁବାର ଆଉ ୨ ହୋଟେଲ ସହ ଚୁକ୍ତିନାମା ସ୍ବାକ୍ଷରିତ କରାଯାଇଛି। କଟକ ରୋଡ୍ସ୍ଥିତ ପାର୍କ ରିସୋର୍ଟ ଓ ମଞ୍ଚେଶ୍ୱରସ୍ଥିତ ହୋଟେଲ୍ ପାରାଡାଇଜ୍ କନ୍ଭେନ୍ଶନ୍ରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା ହୋଇଛି। ଏହି ଦୁଇ ହୋଟେଲ କ୍ୱାରାଣ୍ଟାଇନ୍ ରୁମ୍ ପାଇଁ ଦୈନିକ ମାତ୍ର ୩୦୦ ଟଙ୍କା ଦେଇ କରୋନା ସନ୍ଦିଗ୍ଧମାନେ ଏଠାରେ ରହିପାରିବେ ବୋଲି ବିଏମ୍ସି ପକ୍ଷରୁ ପ୍ରକାଶ ପାଇଛି।
ଭୁବନେଶ୍ୱରର ୧୧ ହୋଟେଲରେ କ୍ୱାରାଣ୍ଟାଇନ୍ ବ୍ୟବସ୍ଥା
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- crazy_ncOa on ଗୁଜବ ଶୁଣନ୍ତୁନି, ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି : କୃଷିମନ୍ତ୍ରୀ
- Freddiehus on ପରଦାରେ ଆପତ୍ତିଜନକ ଦୃଶ୍ୟ ଦେଇ ଚର୍ଚ୍ଚାରେ ଶ୍ୱେତା ତ୍ରିପାଠୀ
- Jamesnem on ଆଜିର ରାଶିଫଳ
- CharlieSen on ନୂଆ ବର୍ଷରେ ବିଦାୟ ନେଲେ କମେଡି କିଙ୍ଗ କାଦର ଖାନ୍ !
- Michaelcoery on ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ
