ବରଗଡ଼ : ବରଗଡ଼ ଧନୁଯାତ୍ରା ମହୋତ୍ସବର ଆଜି ହେଉଛି ଅଷ୍ଠମ ଦିବସ । ମହୋତ୍ସବର ଦିନ ଯେତିକି ସରି ଆସୁଛି ସେତେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଏହି ଅସମ୍ଭାଳ ଭିଡ଼କୁ ଦେଖି କମିଟି ହାଟପଦା ରାଜଦରବାରକୁ ବଦଳାଇ ଲୋକମଣ୍ଡପକୁ ସ୍ତାନାନ୍ତର କରାଯାଇଛି । ସବୁଦିନ ପରି ଆଜି ମଧ୍ୟ ମହାରାଜ କଂସ ନିଜ ସୈନ୍ୟ ସାମନ୍ତ ସହ ମଥୁରା ଭ୍ରମଣ କରିଥିଲେ । କଂସ ମହାରାଜ ରାଜଦରବାରରେ ପହଂଚି ଶୂନ୍ୟବାଣୀ କଥା ମନେପଡ଼ିଥିଲା । ତା’ ପରେ ସେଠାରେ ମହାରାଜ ବିଚଳିତ ହୋଇ ପଡ଼ିଥିଲେ । ନୃତ୍ୟ,ଗୀତରେ ମାତି କୃଷ୍ଣ ବଳରାମ ବେନୀଭାଇଙ୍କୁ ହତ୍ୟା ଏବଂ ସମସ୍ତ ଗୋପପୁରକୁ ଧ୍ୱଂସ କରିଦେବାକୁ କଂସ ମହାରାଜ ପ୍ରସ୍ତୁତ କରିଥିଲେ । କଂସଙ୍କ ନିର୍ଦେଶ କ୍ରମେ ସୈନ୍ୟ ସମନ୍ତ କରିଥିଲେ ଯୁଦ୍ଧ ଅଭ୍ୟାସ । ଅନ୍ୟପଟେ କଂସଙ୍କ ନିର୍ଦେଶରେ କୃଷ୍ଣ ବଳରାମଙ୍କୁ ଷଡ଼ଯନ୍ତ୍ର କ୍ରମେ ଧନୁଯାତ୍ରା ଦେଖିବାକୁ ନିମନ୍ତ୍ରଣ ଏବଂ ସାଙ୍କରେ ଆଣିବା ପାଇଁ ଅକ୍ରୁରକୁ ଗୋପକୁ ପ୍ରେରିତ କରିଥିବା ବେଳେ ଏକ ସୁସଜ୍ଜିତ ରଥରେ ପହଂଚି ଥିଲେ ଗୋପ ନଗରେ, ଯମୁନା କୁଳ ବାଟରେ ଶ୍ରୀକୃଷ୍ଣଙ୍କ ପାଦ ଚିହ୍ନ ଦେଖି ଅକ୍ରୁର ଭାବବିହଳ ହୋଇପଡ଼ିଥିଲେ । କୃଷ୍ଣ ବଳରାମ ଖେଳ ଖେଳରେ କଂସ ପ୍ରରିତ ଚନ୍ଦ୍ରଚୂଳ ଏବଂ ଶଙ୍ଖଚୂଳ କୁ ନିହତ କରିଥିଲେ । ଦୁଇଭାଇ କୃଷ୍ଣ ବଳରାମଙ୍କୁ ଦେଖି ଭକ୍ତ ଅକ୍ରୁର ଧନ୍ୟ ମନେ କରିଥିଲେ ।
ଦୁଲୁକୁଛି ବରଗଡ଼; ପାଦଚିହ୍ନ ଦେଖି ଅକ୍ରୁର ଭାବବିହ୍ୱଳ !
- Advertisement -
Stay Connected
Comment
- Jasonlob on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- Travistajen on କୋଇଲା ଖଣିରେ ଅଭାବନୀୟ ଘଟଣା
- Herbertfak on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 18 on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!