ବରଗଡ଼: ଆଜି ଅଷ୍ଟମ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଗତକାଲି ୭ମ ଦିନରେ ଗୋପପୁର କୃଷ୍ଣମୟ ପରିବେଶ ସୃଷ୍ଟି ହୋଇଛି । ଗୋପବାସୀଙ୍କୁ ମହାପ୍ରଭୁ ଶ୍ରୀକୃଷ୍ଣ ଗୋଟାଏ ପରେ ଗୋଟାଏ ଲୀଲା ଦେଖାଇଥିଲେ । ବିଶେଷକରି ପ୍ରତିଦିନ ଗୋପୀମାନେ ମଥୁରାକୁ ଦହୀ ବିକ୍ରି କରି ଫେରିବା ବାଟରେ ଯମୁନା ନଦୀ ପାର ହୋଇ ଆସିବା ବେଳେ ମହାପ୍ରଭୁ ନାଇରୀଆଁ ବେଶ ସମସ୍ତଙ୍କ ମନ ମୋହିଥିଲା । ଯାହାକୁ ଦେଖିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ଅନ୍ୟପଟେ ମଥୁରାରେ କୃଷ୍ଣ ବଳରାମଙ୍କୁ ହତ୍ୟା କରିବା ପାଇଁ ମହାରାଜ କଂସ ଆୟୋଜନ କରିଥିଲେ ଛଳନାର ଧନୁଯାତ୍ରା । ଆଜି ମଧ୍ୟ ଗୋପରେ ମହାପ୍ରଭୁଙ୍କ ଶ୍ରୀକୃଷ୍ଣଙ୍କ ଲୀଳା ଚାଲିଥିବା ବେଳେ ମଥୁରାରେ କଂସର ଗର୍ଜନ ଦେଖିବାକୁ ମିଳିବ
ଅଷ୍ଟମ ଦିନରେ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା; ଆଜି ଗୋପରେ ଶ୍ରୀକୃଷ୍ଣଙ୍କ ଲୀଳା, ମଥୁରାରେ କଂସର ଗର୍ଜନ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Angelothini on ରଥଖଳା ଚଳଚଞ୍ଚଳ, ଦ୍ବିତୀୟ ଭୁଇଁ ଉଠିବ ଆଜି
- Angelothini on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- Martinidogy on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
- Angelothini on ପ୍ରଭାବିତ ହେବ ଭଦ୍ରକ ରାଜନୈତିକ ପଟ୍ଟଚିତ୍ର?
- DavidElIfe on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
