ଭୁବନେଶ୍ୱର : ଆଜି ବସିଛି ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ପ୍ରଥମ ବୈଠକ । ତେବେ ଏହା କୃଷି ଓ କୃଷକର ବିକାଶ ନିମନ୍ତେ ଏହି ବୈଠକ ଗଠନ କରଯାଇଛି । ଏହି ବୈଠକରେ ଯୋଗଦେଇଥିଲେ, କମିଟିର ଅଧକ୍ଷ୍ୟ ତଥା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ଓ ଖାଦ୍ୟ ଯୋଗାଣମନ୍ତ୍ରୀ ସ୍ୟର୍ଯ୍ୟନାରାୟଣ ପାତ୍ର । ଅନ୍ୟପଟେ ୨୫ଟି କୃଷକ ସଂଗଠନର ପ୍ରତିନିଧି ଯୋଗଦେଇ ଜୈବିକ କୃଷି, ଗୋପାଳନ, ଛତୁଚାଷ ଓ ଭାଗଚାଷ ଭଳି ପ୍ରସଙ୍ଗ ଉପରେ ନିଜର ମତାମତ ରଖିଥିଲେ । ତେବେ ଏହି ଅବସରରେ ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ- ପ୍ରତିବର୍ଷ କୃଷି ଓ ଆନୁଷଙ୍ଗିକ କୃଷି ନିମନ୍ତେ ଅଧିକରୁ ଅଧିକ ବଜେଟ ବ୍ୟବସ୍ଥା କରାଯାଉଛି । ତାହାସହିତ ପ୍ରଦୀପ କହିଛନ୍ତି ,ବିଶେଷ ଭାବରେ କ୍ଷୁଦ୍ରଚାଷୀ ଓ ନାମମାତ୍ର ଚାଷୀଙ୍କୁ ଅଧିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବା ନେଇ ରାଜ୍ୟ ସରକାର ଅଧିକ ପ୍ରୟାସ ଜାରି ରଖିଛନ୍ତି ।
କୃଷି ଓ କୃଷକର ବିକାଶ ନିମନ୍ତେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିର ବସିଲା ପ୍ରଥମ ବୈଠକ, ଯୋଗଦେଲେ ୨୫ଟି କୃଷକ ସଂଗଠନର ପ୍ରତିନିଧି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Kapelnica ot zapoya_vjka on ପୁଣି ସଭ୍ୟ ସମାଜ ପାଇଁ ଲଜ୍ୟା ସୃଷ୍ଟି କଲା ଦୁଷ୍କର୍ମ: ବିଧବା ବୃଦ୍ଧାଙ୍କୁ ଅଧରାତିରେ କବାଟ ଭାଙ୍ଗି ଜୋର ଜବରଦସ୍ତ ଦୁଷ୍କର୍ମ !
- Narkolog na dom_hcoi on ଆଜିର ରାଶିଫଳ
- Davidmeafe on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- Geraldnousy on ସକାଳେ ବିଛଣାଛାଡ଼ି ଏସବୁ କାହିଁକି ମନା.
- Davidmeafe on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
