ଗଞ୍ଜାମ: ସ୍ୱାସ୍ଥ୍ୟସେବା ପାଇଁ ବାହାବାହା ନେବା ପାଇଁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଯୋଜନାରେ ପ୍ରତିଯୋଗିତା ଚାଲିଛି । ସେତି ପାଇଁ ଭିନ୍ନ ଭିନ୍ନ ସଭାସମିତିରେ ନେତା ମାନେ ବାହାସ୍ପଟ ମାରୁଛନ୍ତି । ବାସ୍ତବ ଚିତ୍ର କିନ୍ତୁ ଓଲଟା , ଡ଼ାକ୍ତର ନଥିବାରୁ ରୋଗୀଙ୍କ ଜୀବନ ଯାଉଛି । ଗଞ୍ଜାମ ଜିଲ୍ଲା କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେବ ଅଭିଜ୍ଞ ଡ଼ାକ୍ତର ନିଯୁକ୍ତି ହୋଇନଥିବାରୁ ଭିନ୍ନ ସମୟରେ ରୋଗୀ ମୃତ୍ୟୁ ଅଭିଯୋଗ ଆସୁଛି । ଯାହାକୁ ନେଇ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ ଅଚିନ୍ତା ନିଦ୍ରାରେ ଜିଲ୍ଲା ପ୍ରଶାସନ ରହିଛି । ତେବେ ଗତକାଲି ଡ଼ାକ୍ତର ନିଯୁକ୍ତି ଦାବିରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଶ୍ରୀଦଣ୍ଡିଶ୍ୱର ପରିଷରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଯଦି ସରକାର ଆଗାମୀ ଦିନରେ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ଼ାକ୍ତର ନିଯୁକ୍ତି ନକରନ୍ତି ତେବେ ଗ୍ରାମବାସୀ ରାଜରାସ୍ତାରେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।
ଗଞାମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଗିଡ଼ି ଗଲାଣି ସ୍ୱାସ୍ଥ୍ୟସେବା; ଆନ୍ଦୋଳନ ପାଇଁ ସଜବାଜ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- DavidCox on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- viagra concert on ଜୁନ୍ ସୁଦ୍ଧା ୨୪ ନୂଆ ଏନ୍ଏସି ଓ ପୌର ନିର୍ବାଚନ
- vibramycin for dogs on ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ପାଇଁ ପାନୀୟ ଜଳ ଯୋଜନାର ସମୀକ୍ଷା
- furosemide 20 mg tablet for dogs on ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ
- diflucan generic cost without insurance on ଶିଳ୍ପ ମହାଶକ୍ତି ହେବା ପଥରେ ଓଡ଼ିଶା: ମୁଖ୍ୟମନ୍ତ୍ରୀ
