- Sponsored -
Ad imageAd image
Weather
29°C
Bhubaneswar
overcast clouds
29° _ 29°
81%
6 km/h
Sat
30 °C
Sun
32 °C
Mon
31 °C
Tue
32 °C
Wed
32 °C

ଓଡ଼ିଆ ଅଭିନେତ୍ରୀଙ୍କ ତେଲଗୁ ସିନେମା ” ବିଉଟି”

ଭୁବନେଶ୍ୱର :ଓଡ଼ିଆ ଝିଅ ନିଳାକ୍ଷୀ ପାତ୍ର ନଜର ଆସିଛନ୍ତି ତେଲୁଗୁ ଫିଲ୍ମ ‘ବିଉଟି’ରେ । ରାୟଗଡ଼ାରେ ଜନ୍ମିତ ନିଳାକ୍ଷୀ ଫିଲ୍ମରେ ନିଜର ଦମ୍‌ଦାର ଅଭିନୟ ଲାଗି ଏବେ ଅନେକ ଦର୍ଶକୀୟ ପ୍ରଶଂସା ସାଉଁଣ୍ଟୁଛନ୍ତି ।ଜେଏସ୍‌ଏସ୍‌ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ଏ ରୋମାଣ୍ଟିକ ଡ୍ରାମାଟି ସେପ୍ଟେମ୍ବର ୧୯ରେ ରିଲିଜ୍‌ ହୋଇଥିଲା । ସେଥିରେ ନିଳାକ୍ଷୀଙ୍କ ସହ ଯୋଡ଼ି ବାନ୍ଧିଛନ୍ତି ଅଙ୍କିତ କୋୟା । ଭିକେ ନରେଶ, ବାସୁକୀ ଆନନ୍ଦ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଛନ୍ତି । ଫିଲ୍ମର କାହାଣୀ କଲେଜ ଛାତ୍ରୀ ଅଲେଖ୍ୟା ଓ ପୋଷାକୁକୁରଙ୍କ ପ୍ରଶିକ୍ଷକ…

Odisha Hot News

ଡାକ୍ତରଖାନାରୁ ଡିସଚାର୍ଜ ହେଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର: ୮ ଦିନ ପରେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି ଓଲିଉଡ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଫୁସଫୁସ ଏବଂ ଛାତିରେ ସାମାନ୍ୟ ସଂକ୍ରମଣ ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଘରେ ରହି ନିୟମିତ ଔଷଧ ସେବନ ସହିତ ବିଶ୍ରାମ ନେଲେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ ବୋଲି ଡାକ୍ତର କହିଛନ୍ତି। ଏହା ସହିତ କମ କଥା ହେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଗତ ଆଠ ଦିନ ତଳେ ଘରେ ଥିବା ସମୟରେ ଶରୀରରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ବୁଦ୍ଧାଦିତ୍ୟଙ୍କୁ କଟକର…

Odisha Hot News

‘ବୋଉ ବୁଟୁ ଭୂତ’ର ରିମେକ୍ କରିବେ କରଣ ଜୋହର !

ଭୁବନେଶ୍ୱର : ମରାଠୀ, ଗୁଜୁରାଟୀ ଏବଂ ଦକ୍ଷିଣ ଇଣ୍ଡଷ୍ଟ୍ରିର ଫିଲ୍ମକୁ ନେଇ ରିମେକ୍‌ କରିବା ପରେ ଏ‌ବେ ଓଡ଼ିଶା ମୁହାଁ ବଲିଉଡ ଫିଲ୍ମ ନିର୍ମାତା କରଣ ଜୋହର। କିଛି ମାସ ତଳେ ରିଲିଜ୍ ହୋଇଥିବା ସୁପରଷ୍ଟାର ବାବୁଶାନ ମହାନ୍ତିଙ୍କ ବ୍ଲକ୍‌ବଷ୍ଟର ଫିଲ୍ମ ବୋଉ ବୁଟୁ ଭୂତ ବକ୍ସ ଅଫିସରେ ଅନେକ ରେକର୍ଡ ଭାଙ୍ଗିଥିଲା। ଫିଲ୍ମଟି ଆୟରେ ଅନେକ ବଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଥିଲା। ଏବେ ଏହାର ଲୋକପ୍ରିୟତାକୁ ‌ଦେଖି ଫିଲ୍ମର ରିମେକ୍ ପାଇଁ ଇଚ୍ଛା ପ୍ରକାଶ କରିଛି ଧର୍ମା ପ୍ରଡକ୍ସନ। ଧର୍ମା ବଲିଉଡର…

Odisha Hot News