ଝାରସୁଗୁଡ଼ା : ଧାନ ମେସିନୀରେ ପଡି ଚାଲିଗଲା ୪ ବର୍ଷ ଶିଶୁ ପୁତ୍ରର ଜୀବନ । ଏଭଳି ଦୁଖଦଃ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗାଁରେ । ତେବେ ଅଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ଯୋଗେ ଧାନ ବେଙ୍ଗଳା କରୁଥିଲେ। ତେବେ କୃଷ୍ଣଚନ୍ଦ୍ରଙ୍କ ୪ ବର୍ଷର ପୁଅ ସେଠାରେ ଖେଳୁଥିଲେ । ପୁଅ ମେସିନ ପାଖରେ ଖେଳିଥିବା ହେତୁ ବାପା ପୁଅ କୁ ସେଠାରୁ ଯିବା ପାଇଁ ବାରଣ କରିଥିଲେ । କିନ୍ତୁ ପୁଅ ସେଠାରୁ ଯାଇନଥିଲା । ତେବେ ସମସ୍ତ ଅଲକ୍ଷ୍ୟରେ ଅସାବଧାନତା ବଶତଃ ମେସିନ୍ ଭିତରେ ପଶି ଯାଇଥିଲା। ଫଳରେ ତାକୁ ଗୁରୁତର ଅବସ୍ଥାରେ ଟିଆର୍ଏଲ୍ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଦାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।
‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
