ଝାରସୁଗୁଡ଼ା : ଧାନ ମେସିନୀରେ ପଡି ଚାଲିଗଲା ୪ ବର୍ଷ ଶିଶୁ ପୁତ୍ରର ଜୀବନ । ଏଭଳି ଦୁଖଦଃ ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବନହରପାଲି ଥାନା ଅନ୍ତର୍ଗତ ବରଙ୍ଗାମାଲ ଗାଁରେ । ତେବେ ଅଜି ସକାଳେ ଗାଁର କୃଷ୍ଣଚନ୍ଦ୍ର ଭୋଇ ତାଙ୍କ ଖଳାରେ ଥ୍ରେସର୍ ମେସିନ୍ ଯୋଗେ ଧାନ ବେଙ୍ଗଳା କରୁଥିଲେ। ତେବେ କୃଷ୍ଣଚନ୍ଦ୍ରଙ୍କ ୪ ବର୍ଷର ପୁଅ ସେଠାରେ ଖେଳୁଥିଲେ । ପୁଅ ମେସିନ ପାଖରେ ଖେଳିଥିବା ହେତୁ ବାପା ପୁଅ କୁ ସେଠାରୁ ଯିବା ପାଇଁ ବାରଣ କରିଥିଲେ । କିନ୍ତୁ ପୁଅ ସେଠାରୁ ଯାଇନଥିଲା । ତେବେ ସମସ୍ତ ଅଲକ୍ଷ୍ୟରେ ଅସାବଧାନତା ବଶତଃ ମେସିନ୍ ଭିତରେ ପଶି ଯାଇଥିଲା। ଫଳରେ ତାକୁ ଗୁରୁତର ଅବସ୍ଥାରେ ଟିଆର୍ଏଲ୍ ମେଡିକାଲକୁ ନେଇଥିଲେ । ହେଲେ ସେଠାରେ ଦାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।
‘ବାପା’ର ଅସାବଧାନତା ପୁଅର ଜୀବନ ନେଲା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Mattrer on କାମ କରିବାକୁ ଯାଇ ଝିଅ ତାମିଲନାଡ଼ୁରେ ନିଖୋଜ; ଗୁହାରୀ ପରେ ମଧ୍ୟ ଶୁଣୁନି ସରକାର !
- Rogerlak on ସୋନପୁରରେ ରାଜ୍ୟ ସରକାର ଓ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
- RichardZew on ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ ୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା ।
- Ginoblomb on ଆଜି ମାଟ୍ରିକ୍ ପରୀକ୍ଷାଫଳ
- Fernandoundot on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
