ଭୁବନେଶ୍ୱର : ବିଶ୍ୱର ବୃହତମ ପ୍ରତିମୂର୍ତ୍ତି ଷ୍ଟାଚୁ ଅପ ୟୁନିଟି ନିର୍ମାଣକୁ ନେଇ ଏପର୍ଯ୍ୟନ୍ତ ବାଦ ବିବାଦ ସରିନାହିଁ । ୩ ହଜାର କୋଟିରୁ ଉର୍ଦ୍ଦ ବ୍ୟୟରେ ଏହି ପ୍ରତିମୂର୍ତ୍ତି ନିର୍ମାଣ ହୋଇଥିଲା । ଗୁଜୁରାଟ ପର୍ଯ୍ୟଟନ ବିକାଶ ନିଗମର ମୁଖ୍ୟ ସନାତନ ପାଞ୍ଚୋଲିଙ୍କ କହିବା ଅନୁଯାଇ , ଗୁଜୁରାଟରେ ବର୍ଷକୁ ପ୍ରୟ ୫କୋଟି ପର୍ଯ୍ୟଟକ ଆସୁଥିବା ବେଳେ ୨୦୨୦ ସୁଦ୍ଧା ପର୍ଯ୍ୟଟକଙ୍କ ସଂଖ୍ୟା ପ୍ରାୟ ୭.୫ କୋଟି ବୃଦ୍ଧି ପାଇବ । ଯାହା ଫଳରେ ରାଜ୍ୟ ସରକାର ବିପୁଳ ରାଜସ୍ୱ ଆୟ କରିବେ । ତାଙ୍କ କହିବା ଅନୁଯାଇ ଗତ ଅକ୍ଟୋବର ୩୧ରେ ଉନ୍ମୋଚିତ ଷ୍ଟାଚୁ ଅଫ ୟୁନିଟକୁ ଏପର୍ଯ୍ୟନ୍ତ ପ୍ରୟ ୩ ଳକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଏହି ଷ୍ଟାଚୁ ଯୋଗୁଁ ଗୁଜୁରାଟରେ ଦିନକୁ ଦିନ ପର୍ଯ୍ୟଟକଙ୍କ ଭିଡ଼ ଜମିବାରେ ଲାଗିଲାଣି ।
ମାଲାମାଲ ହେବେ ଗୁଜୁରାଟ ସରକାର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
