ଭଦ୍ରକ : ଭଦ୍ରକ ଜିଲ୍ଲା ଡରାଡିଏ ଅଧିକାରୀ ଆୟ ବର୍ହିଭୁତ ସମ୍ପତି ଠୁଳ କରିବା ଅଭିଯୋଗରେ ଭିଜିଲନ୍ସର ଚଡାଉ । ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା(ଡିଆରଡିଏ)ର କମ୍ପୁଟର ପ୍ରୋଗାମିଂ ଅଫିସର ସନ୍ଦୀପ ମହାନ୍ତିଙ୍କର କାର୍ଯ୍ୟକଳାପ ସମୟରେ, କୋଟିଏ ଟଙ୍କାରୁ ଅଧିକ ସମ୍ପତି ଥିବା ନେଇ ତାଙ୍କ ଘରେ ଭିଜିଳାନ୍ସ ଚଢାଉ କରାଯାଇଛି । ଏକକାଳୀନ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ବିଭାଗର ୫ଟି ଟିମ୍ ଅଫିସରଙ୍କ କାର୍ଯ୍ୟଳୟ,ଭଦ୍ରକ ସ୍ଥିତ ପୈତୃକ ଘର, ଭଦ୍ରକ କୁଆଁସ ସ୍ଥିତ ଶଶୁର ଘର, ପୁରୀସ୍ଥିତ ଘର, ଭୁବନେଶ୍ୱର ସ୍ଥିତ ଘରେ ଚଢାଉ କରାଯାଇଛି । ତେବେ ଚଢଉବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ଜଣାଯାଇଛି ।
ଭିଲାନ୍ସ ଜାଲରେ ପ୍ରୋଗାମିଂ ଅଫିସର !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
