ଆସନ୍ତାକାଲି ଓଡିଶା ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ, ଓଡିଶା ପାଇଁ କରିବେ ବଡ ଘୋଷଣା

Odisha Hot News
0 Min Read

ଭୁବନେଶ୍ବର: ଆସନ୍ତା କାଲି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ। ସେ ଓଡିଶାର ରାଜପଥ ଏବଂ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। ସେଥିପାଇଁ ଦଳ ତଥା ସରକାରଙ୍କ ତରଫରୁ ଭୁବନେଶ୍ବର ବରମୁଣ୍ଡା ପଡିଆରେ ବ୍ୟାପକ ଆୟୋଜନ କରାଯାଇଛି।

ଗତ ନିର୍ବାଚନ ବେଳେ ସେ ଓଡିଶାକୁ ପ୍ରଚାରରେ ଆସିଥିଲେ। ଓଡିଶାରେ ବିଜେପି ସରକାର ଗଠନ କରିବା ପରେ ନୀତିନ ଗଡକରୀଙ୍କ ଏହା ହେଉଛି ପ୍ରଥମ ଓଡିଶା ଗସ୍ତ।

Share This Article