ତିରିଶ ଜଣ ଓଏଏସ ଅଫିସରଙ୍କ ଆଇଏଏସ କୁ ହେଲା ପଦନ୍ନୋତି, ଜାଣନ୍ତୁ ସେମାନଙ୍କର ନାମ

Odisha Hot News
0 Min Read

ଭୁବନେଶ୍ବର: ଆଜି ଓଡିଶା ଦିବସରେ ତିରିଶ ଜଣ ଓଏଏସ ଅଧିକାରୀଙ୍କୁ ଆଇଏଏସ ପାହ୍ୟାକୁ ପଦନ୍ନୋତି ପ୍ରଦାନ କରାଯାଇଛି।ଏ ନେଇ ସରକାରଙ୍କ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଯେଉଁମାନେ ଏହି ପଦନ୍ନୋତି ପାଇଛନ୍ତି ସେମାନେ ହେଲେ...

ପ୍ରଥମ ପନ୍ଦର ଜଣଙ୍କୁ 2023 ମସିହା ପାଇଁ ପଦନ୍ନୋତି କରାଯାଇଥିବା ବେଳେ ଆଉ 15 ଜଣଙ୍କୁ 2024 ମସିହା ପାଇଁ ପଦନ୍ନୋତି ପ୍ରଦାନ କରାଯାଇଛି। ଏହି ପଦନ୍ନୋତି ଦ୍ବାରା ରାଜ୍ୟରେ ଥିବା ଆଇଏଏସ ମରୁଡିରୁ କିଛିଟା ରକ୍ଷା ମିଳିବ ବୋଲି ଆଶା କରାଯାଉଛି।

Share This Article