ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ସହର ଜାତୀୟ ରାଜପଥ ଚନ୍ଦ୍ର କଳ୍ପେଶ୍ଵର ମନ୍ଦିର ନିକଟରେ ନୟାଗଡ ଠାରୁ ବ୍ରହ୍ମପୁର ଆସୁଥିବା ଓ ଏସ୍ ଆର୍ ଟି ସି ବିଭାଗ ର ଯାତ୍ରୀବାହୀ ବସ ରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ଦେଖି ଚାଳକ ରାସ୍ତା ଉପରେ ଗାଡ଼ି ରଖି କୌଶଳ କ୍ରମେ ସମସ୍ତ ଯାତ୍ରୀଙ୍କୁ ନିରାପଦ ଭାବେ ଓହ୍ଲାଇ ଦେଇଥିଲେ। ଏହି ଭଳି ପରିସ୍ଥିତିରେ ରାସ୍ତା ଭିଡ଼ ହୋଇଯାଇଥିଲା। ଖବର ପାଇ ହିଞ୍ଜିଳି ପୋଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିବା ସହ ରାସ୍ତାରୁ ଭିଡ଼ ହଟାଇ ଥିଲେ।
ନୟାଗଡରୁ ବ୍ରହ୍ମପୁର ଯାଉଥିବା ସରକାରୀ ବସ୍ ରେ ନିଆଁ

You Might Also Like
- Advertisement -
Comment