ଗଞ୍ଜାମ: ରେଡ୍ ହଟ୍ ପାଲଟିଛି ଗଞ୍ଜାମ ଜିଲ୍ଲା । ଓଡ଼ିଶାର ସର୍ବାଧିକ କରୋନା ଆକ୍ରାନ୍ତ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି ଏହି ଜିଲ୍ଲା | ମାତ୍ର ୮ ଦିନରେ ଚିହ୍ନଟ ହୋଇଛନ୍ତି ୧୧୮ ଆକ୍ରାନ୍ତ । କହି ରଖିବା ଉଚିତ ହେବକି, ମେ ୨ ତାରିଖରେ ହିଁ ଏଠାରେ ପ୍ରଥମ ପଜିଟିଭ କେଶ ଚିହ୍ନଟ ହୋଇଥିଲା । ରାଜ୍ୟର ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ଅଛନ୍ତି ୩୩ ଦଶମିକ ୫ ପ୍ରତିଶତ ।
କରୋନା ଆକ୍ରାନ୍ତ ତାଲିକାରେ ଗଞ୍ଜାମ ଜିଲ୍ଲା ଓଡ଼ିଶାରେ ୧ ନମ୍ବର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
