ଭୁବନେଶ୍ୱର : ଆସିଗଲା ଆଇପିଏଲ୍ ଦିଜିନ । ଏବେ ବିକ୍ରି ହେବେ କ୍ରିକେଟ୍ ଜଗତର ବିଷିଷ୍ଟ ଖେଳାଳି । କାରଣ ୨୦୧୯ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ପାଇଁ ଡିସେମ୍ବର ୧୮ ତାରିଖରେ ବସିବ ଏହି ବଜାର । ଚଳିତ ବର୍ଷ ଏହି ନିଲାମର ବଜାର ଜୟପୁର ଠାରେ ବସିବ । ଗତବର୍ଷ ବାଙ୍ଗାଲୋର ଠାରେ ଏହି ନିଲାମି ପ୍ରକ୍ରିୟା ହୋଇଥିଲା । ଏହି ସୂଚନାଟି ବିସିସଆଇ ପକ୍ଷରୁ ସୋମବାର ଦିଆଯାଇଛି । କିନ୍ତୁ ଏଥର କେବଳ ୭୦ଜଣ ଖେଳାଳୀଙ୍କୁ ନିଲାମୀ ପ୍ରକ୍ରିୟାରେ ସ୍ଥାନ ମିଳିଛି । ଏବଂ ଏଥି ମଧ୍ୟରୁ ୨୦ଜଣ ବିଦେଶୀ ଖେଳାଳୀ ଏହି ନିଲାମୀ ପ୍ରକ୍ରିୟାରେ ସ୍ଥାନ ପାଇଥିବା ବେଳେ ୫୦ଜଣ ଭାରତୀୟ ଖେଳାଳୀ ଏହି ପ୍ରକ୍ରିୟାରେ ଅଛନ୍ତି । କେଉଁ କେଉଁ ଖେଳାଳୀ ଦଳରେ ରହିବେ ଓ ଦଳ କାହାକୁ ଚାଡିଥିଲା ସେନେଇ ଗତ ମାସରେ ଘୋଷଣା କରାଯାଇଥିଲା । ତେବେ ଯୁବରାଜ ସିଂ ଓ ଗୌତମ ଗମ୍ଭୀରଙ୍କୁ ନିଜ ନିଜ ଦଳ ଛାଡି ଦେଇଥିଲା । ତେବେ କେଉଁ ଖେଳାଳି ଅଧିକ ଦାମ୍ ରେ ବିକ୍ରି ହେବେ ସେନେଇ ଡିସେମ୍ବର ୧୮ ତାରିଖରେ ସମସ୍ତଙ୍କ ନଜର ।
ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
