ଭଦ୍ରକରେ ନୂତନ ମାଛ ମାର୍କେଟ କମ୍ପ୍ଲେକ୍ସ ଉଦ୍ ଘାଟିତ: ଯୋଗଦେଲେ ସାଂସଦ ଅଭିମନ୍ୟୁ ସେଠୀ

Odisha Hot News
0 Min Read

ଭୁବନେଶ୍ଵର: ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ସାଳନ୍ଦୀ ନଗର ବାଇପାସ୍‌ ସ୍ଥିତ ନିୟ ନ୍ବିତ ବଜାର ଆର ଏମ ସି ପରିସରରେ ନୂତନ ମାଛ ମାର୍କେଟ କମ୍ପ୍ଲେକ୍ସ ଉଦ୍ ଘାଟିତ ହୋଇଛି।ଏଥିରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସିତାଂସୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଯୋଗ ଦେଇ ଶୁଭାରମ୍ଭ କରି ଛନ୍ତି।

ସହର ର ସୋନ୍ଦର୍ଯ୍ୟ ପାଇଁ ଏହି ମାର୍କେଟ ହେବାରୁ ସବୁ ବର୍ଗର ଜନସାଧାରଣ ସୁବିଧା ପାଇବେ ବୋଲି ଜନ ପ୍ରତିନିଧୂ ଜିଲ୍ଲାପ୍ରଶାସନ କହିଛନ୍ତି।

Share This Article