ଭୁବନେଶ୍ବର : ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଛି ସ୍କଚ୍ ସୁସ୍ଥ ଭାରତ ସ୍ବର୍ଣ୍ଣ ପୁରସ୍କାର। ଆଜି ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଡ. ପ୍ରମୋଦ କୁମାର ମେହେର୍ଦ୍ଦା, ରାଜ୍ୟ ସ୍ବାସ୍ଥ୍ୟ ଆସ୍ୟୁରାନ୍ସ ଏଜେନସି ସିଇଓ ଶାଳିନୀ ପଣ୍ଡିତ ପୁରସ୍କାର ଗ୍ରହଣ କରିଛନ୍ତି। ଗରିବଙ୍କୁ ମାଗଣା ଚିକିତ୍ସା ସୁବିଧା ଓ ସ୍ବାସ୍ଥ୍ୟ ବୀମା ପ୍ରଦାନ ପାଇଁ ରାଜ୍ୟ ସରକାର ଗତବର୍ଷ ଅଗଷ୍ଟ ୧୫ ତାରିଖରୁ ସାରା ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ କରିଛନ୍ତି।
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ସ୍କଚ୍ ସୁସ୍ଥ ଭାରତ ସ୍ବର୍ଣ୍ଣ ପୁରସ୍କାର
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Rafaelbox on ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ
- olymp_ccml on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- Josephcheap on ଆସିଲା ୧୧୯ରୁ ୧୨୨ ନମ୍ବର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରୀ
- Julioelons on ଧଳା ଜହର ମାୟାରେ ଟ୍ୱିନ୍ ସିଟି
- MichaelCaw on ଏସସିବି ମେଡ଼ିକାଲ ବାଥ୍ ରୁମରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ !
