ଭୁବନେଶ୍ୱର : ଭୁବନେଶ୍ବର ସ୍ଥିତ ଚନ୍ଦ୍ରମା ଆପାର୍ଟମେଣ୍ଟର ୮ ମହଲାରୁ ପଡି ବିଲ୍ଡରଙ୍କ ମୃତ୍ୟୁ ହୋଇଛି । ମୃତ ବିଲ୍ଡର ହେଲେ ପୀୟୂସ ମୋହନ ମିଶ୍ର । ଖାରବେଳନଗର ଥାନା ପୋଲିସ ଶବ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଶ୍ବଶୁର ଘରକୁ ଆସି ଛାତରୁ ପଡିଯାଇଥିବା ସନ୍ଦେହ କରାଯାଉଛି । ତେବେ ପ୍ରକୃତ କାରଣ ଜଣାପଡିନାହିଁ ।
ଆଠ ମହଲା ଆପାର୍ଟମେଣ୍ଟ ଛାତରୁ ପଡି ବିଲ୍ଡର ମୃତ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- aviator_ntmr on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- lalabet_kzol on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
- lalabet_viol on ବିବାଦ ପରେ ମଧ୍ୟ ସଂଶୋଧିତ ହୋଲ୍ଡିଂ ଟିକସ ଆଦାୟ କରିବ ବିଏମ୍ସି
- 1win_szMn on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
- aviator_vemr on ଆଜିର ରାଶିଫଳ
