ବାଲେଶ୍ୱର: ସହଦେବଖୁଣ୍ଟା ଥାନା ଗୋଳାପଲ ନିକଟରେ ପ୍ରେମ ଜନିତ ଗୁଳିକାଣ୍ଡ ଘଟିଛି । ଘଟଣାସ୍ଥଳରେ ନାବାଳିକା ପ୍ରେମିକା ପରବିନର ମୃତ୍ୟୁ ଘଟଛି । ଏହାସହ ପରିବିନର ବାମ ପେଟ ଓ ବେକରେ ଗୁଳିବାଜିଥିବା ଜଣାପଡ଼ିଛି । ସୂଚନାଅନୁଯାୟୀ ଗତ ୮ ଦିନ ତଳେ ଶେଖ ଆଲ୍ଲାମଙ୍କ ୧୪ ବର୍ଷର ନାବାଳିକା କନ୍ୟାକୁ ମାମନ ନାମକ ଯୁବକ ସଙ୍ଗେ ଘରୁ ଫେରାର ହୋଇଯାଇଥିଲେ । କିଛିଦିନ ବାହାର ରାଜ୍ୟ ହାଇଦ୍ରାବାଦରେ ରହିବା ପରେ ଆରଡ଼ ବଜାର ସ୍ଥିତ ସାଦତ୍ତଙ୍କ ଘରେ ରହୁଥିଲେ । ତେବେ ଗତ ରାତିରେ ଝିଅକୁ କେହି ଗୁଳିକରି ହତ୍ୟା କରିଥିବା ଖବର ପରିବାର ଲୋକଙ୍କ ପାଖରେ ପହିଂଚିବା ସହ ମେଡ଼ିକାଲରେ ଚିକିତ୍ସା ହେଉଥିବା ଖବର ପାଇଥିଲେ । ତେବେ ପରିବାର ଲୋକ ଝିଅର ମୃତକୁ ନେଇ ଥନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହିଂଚି ତଦନ୍ତ ଆରମ୍ଭ କରିଛି । ମୃତ ଝିଅର ବାପା ଶେଖ ଆଲ୍ଲାମ ହତ୍ୟା ଅଭିଯୋଗ ଆଣିଥିବା ବେଳେ ପୋଲିସ ଏହାକୁ ପ୍ରେମ ଜନିତ ହତ୍ୟାକାଣ୍ଡ ସନ୍ଦେହ କରୁଛି । ଯାହାକୁ ନେଇ ପୋଲିସ ସାରା ଅଂଚଳରେ ତନାଘନ ଆରମ୍ଭ କରିଛି ।
ସହଦେବଖୁଣ୍ଟା ଥାନା ଗୋଳାପଲ ନିକଟରେ ପ୍ରେମ ଜନିତ ଗୁଳିକାଣ୍ଡ; ନାବାଳିକା ପ୍ରେମିକା ମୃତ !
4 Comments
4 Comments

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dbamy o to, aby każdy gracz czuł się bezpiecznie i komfortowo. Oferujemy popularne metody płatności, takie jak Blik, Przelewy24, Skrill czy karty VISA/Mastercard, z minimalnym depozytem wynoszącym zaledwie 40 zł. Wypłaty w kasynie Slotica PL realizujemy błyskawicznie – zazwyczaj w ciągu 24 godzin. Zapewniamy także całodobowe wsparcie w języku polskim, dostępne przez czat online lub e-mail.
Logowanie działa tak samo prosto: klikasz «Zaloguj się», podajesz dane lub używasz jednego z połączonych mediów społecznościowych. Zapomniane hasło odzyskasz w 30 sekund – jedno kliknięcie «Odzyskaj hasło», podajesz e-mail lub numer telefonu i czekasz na link. Załóż konto i sprawdź, jak wygodnie działa nasz panel.