ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ଷ୍ଟେସନ୍ରେ ପହଞ୍ଚିଲେ ଶ୍ରମିକ। କେରଳରୁ ଆସୁଥିବା ପ୍ରବାସୀ ଓଡ଼ିଆ ଷ୍ଟେସନରେ ପହଞ୍ଚିଛନ୍ତି। ଷ୍ଟେସନରେ ଖୋର୍ଦ୍ଧା ନୋଡ଼ାଲ ଅଫିସର ଅନୁ ଗର୍ଗ, ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସ୍ପି ଷ୍ଟେସନ୍ରେ ଉପସ୍ଥିତ ଅଛନ୍ତି। ସମସ୍ତ ପ୍ରବାସୀ ଓଡ଼ିଆଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ନାମ ପଞ୍ଜୀକରଣ କରାଯିବ। ପରୀକ୍ଷା ପରେ ନିଜ ନିଜ ଅଞ୍ଚଳକୁ ପଠାଯିବ।
ଖୋର୍ଦ୍ଧା ରୋଡ଼ ଷ୍ଟେସନ୍ରେ ପହଞ୍ଚିଲେ ସୁରତରୁ ଫେରିଥିବା ଓଡ଼ିଆ ଶ୍ରମିକ

You Might Also Like
Leave a Comment
Leave a Comment
- Advertisement -