ଭୁବନେଶ୍ୱର -ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ଆକ୍ରାନ୍ତଜଣକ ଗଂଜାମ ଜିଲାର ଏବଂ ସୁରତରୁ ଫେରିଛନ୍ତି ବୋଲି ବୁଧବାର ଲୋକ ସୂଚନା ଓ ସମ୍ପର୍କ ବିଭାଗ ତରଫରୁ ଟୁଇଟ କରି ସୂଚନା ଦିଆଯାଇଛି।
ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ହେଲା ୧୭୭
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JosephVab on ଧଳା ଜହର ମାୟାରେ ଟ୍ୱିନ୍ ସିଟି
- EddieCef on ଧୂମପାନ ପରିତ୍ୟାଗ ପାଇଁ ଆପ୍ସ
- LouisWeisk on ଡସେମ୍ବର ୧୮ରେ ବିକ୍ରି ହେବେ କ୍ରକେଟ୍ ଖେଳାଳି !
- Hershelhausy on ଘରୁ ବାହାର କରାଇ ଦେବନି ଶୀତ !
- Philliprab on ଆଜିର ରାଶିଫଳ
