ଭାରତୀୟ ନୌସେନାର ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ 

Odisha Hot News
1 Min Read

ନୂଆଦିଲ୍ଲୀ: ପୁରୀ ସହରର ଟାଉନ ହଲ ପରିସରରେ ଭାରତୀୟ ନୌସେନାର ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ ଥିଲା ବେଶ ଚିତାକର୍ଷକ ଓ ଆନନ୍ଦ ଦାୟକ। ଦେଶ ମାତୃତ୍ବ ଭାବନା ସୃଷ୍ଟି କରିଥିଲା ନାଭାଲ ବ୍ୟାଣ୍ଡ କନସର୍ଟ କାର୍ଯ୍ୟକ୍ରମ। ନୌସେନା ବ୍ୟାଣ୍ଡ ଦାୟିତ୍ୱ ରେ ଥିବା ଅଭିଜ୍ଞ କଳାକାରଙ୍କ ଦ୍ଵାରା ଏହି କନସର୍ଟ ବା ବାଦ୍ୟ ବିଚିତ୍ରା ପରିବେଷଣ କରାଯାଉଥିବା ବେଳେ ଆଗାମୀ ଡିସେମ୍ବର ୪ତାରିଖରେ ପୁରୀରେ ନୌସେନା ଦିବସ ପାଳନ ପୂର୍ବରୁ ଏହି କାର୍ଯ୍ୟକ୍ରମ ସମସ୍ତଙ୍କ ମନରେ ନୌସେନା ପ୍ରତି ଆଣିଥିଲା ଦେଶ ଦେଶାତ୍ମବୋଧକ।

ତେବେ ନୌସେନାର ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବରିଷ୍ଠ ନୌସେନା ଅଧିକାରୀ ରିଅର ଆଡ଼ମିରାଲ ସଲିଲ କୁମାର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ତେବେ ଆଇଏନଏସ ଚିଲିକା ନୌସେନା କେନ୍ଦ୍ରର ବ୍ୟାଣ୍ଡ ଅଧିକାରୀ ହନୁମାନ ଥାପଙ୍କ ପ୍ରତ୍ୟେକ୍ଷ ତ୍ୱବାଧାନରେ ଏହି କନସର୍ଟ ଚାଲିଥିବା ବେଳେ ଏହାକୁ ବହୁ ସଂଖ୍ୟାରେ ପୁରୀ ବାସୀ ପସନ୍ଦ କରିତଜିଲେ।

Share This Article