ବାଲେଶ୍ୱର: ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ମାର୍କୋନା ଷ୍ଟେସନ ବଜାର ରୁ ଚୋରି ହୋଇଛି । ତେବେ ଗତକାଲି ବିଳମ୍ବିତ ରାତିରେ ଷ୍ଟେସନ ବଜାରରେ ଥିବା ୩ଟି ଦୋକାନ କୁ ଏକା ସମୟରେ ତାଲାଭାଂଗି ଦୃବୁର୍ତ୍ତମାନେ ସମସ୍ତ ଜିନିଷ ସହିତ ୨୦ହଜାର ରୁ ଅଧିକ ଟଙ୍କା ନେଇଯାଇଥିବା ଥାନାରେ ଅଭିଯୋଗ ହୋଇଛି । ସେପଟେ ସିମୁଳିଆ ପୋଲିସ ଅଭିଯୋଗ ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ସନ୍ଦେହ ରେ ଗୋଟିଏ ଯୁବକ କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।
ତାଲାଭାଙ୍ଗି ୩ ଟି ଦୋକାନ ଲୁଟିନେଲେ ଦୁର୍ବୁତ, ସନ୍ଦହରେ ଜଣେ ଯୁବକ ଅଟକ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
