ଆସନ୍ତାକାଲି ଭସାଣୀ ପାଇଁ ଭୁବନେଶ୍ବର ଟ୍ରାଫିକରେ ହେଲା ପରିବର୍ତ୍ତନ, ଜାଣନ୍ତୁ କଣ

Odisha Hot News
0 Min Read

ଭୁବନେଶ୍ବର: ଆସନ୍ତାକାଲି ମା ଦୁର୍ଗାଙ୍କ ବିଦାୟ ଉତ୍ସବ। ଅର୍ଥାତ ଭସାଣୀ ଉତ୍ସବ। ଏହି ଉତ୍ସବ ବେଶ ଧୂମଧାମରେ ପାଳନ କରାଯିବ। ସେଥିପାଇଁ ଆସନ୍ତାକାଲି ପାଇଁ ଭୁବନେଶ୍ବରରେ ଟ୍ରାଫିକ କଟକଣା କରାଯାଇଛି। ଭୁବନେଶ୍ବର ଟ୍ରାଫିକ ପୋଲିସ ସୂଚନା ଅନୁସାରେ ଏହିପରି ଭାବେ ଆସନ୍ତାକାଲି ଟ୍ରାଫିକ ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି।

ତେବେ ଏହି ଟ୍ରାଫିକ ପରିବର୍ତ୍ତନକୁ କଡାକଡି ଲାଗୁ କରାଯିବ। ଯେଉଁମାନେ ନିୟମ ଖିଲାପ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।

Share This Article