ଆଜି ରାଜ୍ୟ ସରକାର 47 ଜଣ ଓଆରଏସଙ୍କୁ କଲେ ଅଦଳବଦଳ, ଜାଣନ୍ତୁ କିଏ କେଉଁ ସ୍ଥାନକୁ ଗଲେ

Odisha Hot News
0 Min Read

ଭୁବନେଶ୍ବର: ଆଇଏଏସ , ଆଇପିଏସ ଏବଂ ଓଏଏସ ଅଦଳବଦଳ ପରେ ଆଜି ରାଜ୍ୟ ସରକାର ଓଆରଏସଙ୍କ ଅଦଳବଦଳ କରିଛନ୍ତି। ଆଜି 47 ଜଣ ଓଆରଏସଙ୍କ ବଦଳି ହୋଇଛି। ଏଥିରେ ଆସିିଷ୍ଟାଣ୍ଡ ଜିଲ୍ଲାପାଳ, ଆଡିସନାଲ ତହସିଲଦାର ପ୍ରମୁଖ ଅଛନ୍ତି। ସେମାନେ ହେଲେ..

ବର୍ତ୍ତମାନ ସବୁ ଅଧିକାରୀ କ୍ଷେତ୍ରରେ ଅଦଳବଦଳ କରି ରାଜ୍ୟ ସରକାର ପ୍ରଶାସନିକ ଘର ସଜାଡିବାରେ ଲାଗିଛନ୍ତି। ପରବର୍ତ୍ତି ସମୟରେ ଆହୁରି ଅଧିକାରୀଙ୍କ ଅଦଳବଦଳ ହେବ ବୋଲି ଜଣାପଡିଛି।

Share This Article