ଭୁବନେଶ୍ଵର: ଲୋକସଭା ନିର୍ବାଚନ ସହିତ ଓଡିଶାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଆଜି ଏହାର ନିର୍ବାଚନ ଫଳାଫଳ ପାଇଁ ଗଣତି ଜାରି ରହିଛି। ଓଡିଶାରେ ପ୍ରଥମ ଥର ପାଇଁ ବିଜେପି ଭଲ ପ୍ରଦର୍ଶନ କରି ଏପର୍ଯ୍ୟନ୍ତ ୭୫ ଆସନରେ ଆଗୁଆ ରହିଛି। କିନ୍ତୁ ସେପଟେ ଭୁବନେଶ୍ଵର ମଧ୍ୟରେ ପୁଣିଥରେ ବିଜେଡ଼ି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବାଜିମାତ କରିଛନ୍ତି। ସେ ମାତ୍ର ୧୨୨ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ପରାସ୍ତ କରିଛନ୍ତି।
ଭୁବନେଶ୍ଵର ମଧ୍ୟର ବିଜେଡ଼ି ର ବାଜିମାତ: ମାତ୍ର ୧୨୨ ଖଣ୍ଡ ଭୋଟରେ ହାରିଲେ ବିଜେପି ପ୍ରାର୍ଥୀ ଜଗନ୍ନାଥ

You Might Also Like
- Advertisement -
Comment