ଆସିଲା ଓଡିଶା ଲୋକସଭାର ଏଗଜିଟ ପୁଲ ଫଳାଫଳ, ଜାଣନ୍ତୁ କେଉଁ ଦଳକୁ ମିଳିବ କେତେ

Odisha Hot News
1 Min Read

ଭୁବନେଶ୍ବର: ଆଜି ନିର୍ବାଚନ ସରିବା ପରେ ପ୍ରକାଶ ପାଇଛି ଏଗଜିଟ ପୁଲ ବା ବୁଥ ବାହୁଡା ଫଳାଫଳ। ସେହି ଅନୁସାରେ ଓଡିଶା ଲୋକସଭା ନିର୍ବାଚନରେ ବିଜେପି ଭଲ କରୁଥିବା ବେଳେ ବିଜେଡି ସଂଖ୍ୟା ହ୍ରାସ ପାଇଛି। ବିଭିନ୍ନ ଗଣମାଧ୍ୟମ ସଂସ୍ଥା ଦ୍ବାରା ହୋଇଥିବା ଏକଜିଟ ପୁଲ ଅନୁସାରେ ଫଳାଫଳ ହେଲା

ଇଣ୍ଡିଆ ଟିଭି ସିଏନଏକ୍ସ
ବିଜେଡି- 4 ରୁ 6
ବିଜେପି- 15 ରୁ 17
କଂଗ୍ରେସ- 0 ରୁ 1

ଜନ କୀ ବାତ୍
ବିଜେଡି- 4 ରୁ 6
ବିଜେପି- 15 ରୁ 17
କଂଗ୍ରେସ- 0 ରୁ 1

ନ୍ୟୁଜ 24
ବିଜେଡି- 4
ବିଜେପି- 16
କଂଗ୍ରେସ- 1

ରିପବ୍ଲିକ ଟିଭି
ବିଜେଡି- 08
ବିଜେପି- 13
କଂଗ୍ରେସ- 00

Share This Article