ସକାଳ ୯ଟା ସୁଦ୍ଧା ଓଡିଶାରେ ୭.୬୯ ପ୍ରତିଶତ ମତଦାନ, ଜାଣନ୍ତୁ ଅନ୍ୟ ସ୍ଥାନରେ କେତେ

Odisha Hot News
0 Min Read

ଭୁବନେଶ୍ବର:  ଆଜି ଓଡିଶାର ୬ ଲୋକସଭା ଏବଂ ୪୨ ବିଧାନସଭା ଆସନ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ଆଜି ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ ହୋଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଛି।ତେବେ ଅନ୍ୟାନ୍ୟ ସ୍ଥାନରେ ଯେଉଁ ମତଦାନ ହୋଇଛି ତାହା ହେଲା

କାଁ ଭାଁ ଇଭିଏମ ଖରାପ ଯୋଗୁଁ ଭୋଟଦାନ ବିଳମ୍ବ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶାନ୍ତିଶୃଙ୍ଖଳରା ମତଦାନ ଚାଲିଛି।

Share This Article