ରାଜ୍ୟରେ ଲାଗି ରହିଛି ଗ୍ରୀଷ୍ମ ପ୍ରବାହ, ଆଜି ଆଠଟି ସହରର ତାପମାତ୍ର 45 ପାର

Odisha Hot News
0 Min Read

ଭୁବନେଶ୍ବର: ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଆଜି ମଧ୍ୟ ରାଜ୍ୟର ଆଠଟି ସହରର ତାପମାତ୍ରା 45 ଡିଗ୍ରୀ ପାର ହୋଇଯାଇଛି। ଆଶ୍ଚର୍ଯ୍ୟର କଥା ଚାରିଟି ସହରର ତାପମାତ୍ର 46 ଡିଗ୍ରୀ ପାର ହୋଇଯାଇଛି। ସେଗୁଡିକ ହେଲା ଟିଟିଲାଗଡ, ବଲାଙ୍ଗିର, ସୋନପୁର ଏବଂ ବରଗଡ। ଅନ୍ୟାନ୍ୟ ସ୍ଥାନରେ ଯେଉଁ ତାପମାତ୍ରା ଅନୁଭୂତ ହୋଇଛି ତାହା ହେଲା

ତେବେ ଏହିପରି ଗ୍ରୀଷ୍ମ ପ୍ରବାହ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ଲାଗିରହିବ ବୋଲି ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ସେଥିପାଇଁ ସତର୍କ ରହିବାକୁ ମଧ୍ୟ ନିବେଦନ କରାଯାଇଛି।

Share This Article