ଓଡିଶା ବିଧାନସଭା ପାଇଁ କେଉଁ ଦଳର ଆଉ କେତେ ଆସନ ରହିଲା ବାକି

Odisha Hot News
1 Min Read

ଭୁବନେଶ୍ବର: ବର୍ତ୍ତମାନ ନିର୍ବାଚନ ପାଖେଇ ଆସିବାରେ ଲାଗିଲାଣି। ଆସନ୍ତାକାଲି ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏହାପରେ ୧୩ ମେ ୨୦୨୪ ସୋମବାରରେ ଓଡିଶାର ପ୍ରଥମ ନିର୍ବାଚନ ହେବ। ସେ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ହୋଇସାରିଛି। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ୨୫ ଏପ୍ରିଲ। ହେଲେ ଏ ପର୍ଯ୍ୟନ୍ତ କୌଣସି ଦଳ ବିଧାନ ସଭା ପାଇଁ ସଂପୂର୍ଣ୍ଣ ତାଲିକା ପ୍ରକାଶ କରିପାରି ନାହିଁନ୍ତି।

ରାଜ୍ୟର ପ୍ରମୁଖ ଦଳର ଘୋଷଣା ବାକି ଥିବା ଆସନ ସଂଖ୍ୟା ହେଲା

ବିଜେଡି- ୨୧ ଟି ଆସନ

ବିଜେପି- ୧୬ ଟି ଆସନ

କଂଗ୍ରେସ- ୩୧ ଆସନରେ ପ୍ରାର୍ଥୀ ଦେବ

Share This Article