ଗଞ୍ଜାମ : ତାରାତାରିଣୀ ମନ୍ଦିରରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ। ଆଜି ଭୋରରୁ ଅଚାନକ ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି 5T ସଚିବ। ପ୍ରଥମେ ତାରାତାରିଣୀ ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିରର ବିକାଶମୂଳକ କାର୍ଯ୍ୟର ତଦାରଖ କରିଛନ୍ତି। ମନ୍ଦିରର ବିଭିନ୍ନ ଉନ୍ନୟନ ସଂପର୍କରେ ପୂଜକଙ୍କ ସହ ଆଲୋଚନା କରିଛନ୍ତି।

‘୫-ଟି’ ସଚିବ ଋଷିକୂଲ୍ୟା ନଦୀ ପ୍ରକଳ୍ପର ବିକାଶର ବି ସମୀକ୍ଷା କରିଥିଲେ। ଏହାପରେ ସେ ହିଞ୍ଜିଳି ବ୍ଲକ୍ ଓ ପୌରପରିଷଦରେ ଥିବା ସମସ୍ତ ଉଚ୍ଚ ବିଦ୍ୟାଳୟର ପରିଦର୍ଶନ କରି ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟମାନଙ୍କୁ ଭେଟିଛନ୍ତି। ଏହାଛଡ଼ା ସେ ବିଭିନ୍ନ ପଞ୍ଚାୟତର ଉଚ୍ଚଶିକ୍ଷା, ପାନୀୟ ଜଳ, ରାସ୍ତା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ଏବଂ ଜଳସେଚନ ଆଦି ସମସ୍ୟା ସଂପକରେ ପଞ୍ଚାୟତରାଜ ଅନୁଷ୍ଠାନଗୁଡ଼ିକ ସହ ଆଲୋଚନା କରୁଥିବା ଜଣାଯାଇଛି।
5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳର ବିକାଶମୂଳକ କାର୍ଯ୍ୟ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସହ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ଏହାସହ ସେଠାରେ ଲୋକଙ୍କୁ ମିଳୁଥିବା ସମସ୍ତ ସୁବିଧା ନେଇ ମଧ୍ୟ ଆଲୋଚନା କରିଥିଲେ। ‘୫-ଟି’ ସଚିବଙ୍କ ଗସ୍ତ ସମୟରେ ଅନ୍ୟମାନଙ୍କ ମଧ୍ୟରେ ପି ଡି ଡି ଆର୍ ଡିଏ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ବି ଉପସ୍ଥିତ ଥିଲେ।

W naszym asortymencie znajdziesz bogaty wybór gier kasynowych od 63 czołowych deweloperów oprogramowania, w tym takich gigantów jak Evolution Gaming, Play’n GO, Pragmatic Play, EGT, BGaming, Bragg oraz Endorphina. Przygotowaliśmy również rozbudowany, pięciostopniowy program lojalnościowy, w którym drogę na szczyt zaczynasz jako nowicjusz, aby docelowo osiągnąć prestiżowy poziom platynowy. Jeśli szukasz autentycznych wrażeń, zajrzyj do naszego kasyna na żywo, gdzie czekają na Ciebie wykwalifikowani krupierzy. Ponadto regularnie hostujemy ekscytujące turnieje, takie jak Daily Drop & Wins, kuszące potężnymi pulami nagród. To wszystko sprawia, że polska wersja Vavada cieszy się opinią licencjonowanego i niezwykle bezpiecznego miejsca do gry w RP, a sam system logowania jest maksymalnie intuicyjny i dopasowany do potrzeb użytkowników.
Hello, Neat post. There’s a problem with your website in web explorer, could test this?
IE still is the market leader and a big portion of other people will miss your magnificent
writing due to this problem. xnxx