ଭୁବନେଶ୍ୱର : ଆସନ୍ତାକାଲି ଠାରୁ ନକ୍ସଲଙ୍କ ପାଳିବେ ପିଏଲଜିଏ ସପ୍ତାହ । ଏଥିଲାଗି କୋରାପୁଟ ଓ ମାଲକାନଗିରି ଜିଲ୍ଲାରର ବିଭିନ୍ନ ଅଂଚଳରେ ପୋଷ୍ଟର ଓ ବ୍ୟାନର ମାରି ସାଧାଣଣ ଲୋକଙ୍କୁ ଆହ୍ୱାନ ଦେଇଛନ୍ତି । ତେଣୁ ଦୁର୍ଗମ ଅଞ୍ଚଳରେ ଲୋକ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହି ପିଏଲଜିଏ ସପ୍ତାହକୁ ନଜରରେ ରଖି କୋରାପୁଟ ଓ ମାଲକାନଗିରି ଜିଲ୍ଲା ପୁଲିସ୍ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ତା କରାଯାଇଛି । ତେଶୁ ଜିଲ୍ଲାକୁ ଳାଗି ରହିଥିବା ସୀମାକୁ ସିଲ କରିଦିଆଯାଇଛି । ଏବେ ଦେଖିବାକୁ ବାକି ରହିଲା ଏହି ସପ୍ତାହକ ମଧ୍ୟରେ କିଏ କେତେ ସଜାଗ ଏବଂ କାହାର ପତିଆରା ଅଧିକ ରହିଛି ।
ନକ୍ସଲଙ୍କ ପିଏଲଜିଏ ସପ୍ତାହ ଲାଗି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
