ଭୁବନେଶ୍ବର: ରାଜ୍ୟର ବିଭିନ୍ନ ଜେଲ୍ରୁ ମୁକୁଳିଲେ କଏଦୀ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୨ହଜାର ୯୬୩ଜଣ କଏଦୀଙ୍କୁ ରିଲିଜ୍ କରାଯାଇଛି। ମାର୍ଚ୍ଚ ୨୦ରୁ ଏପ୍ରିଲ୍ ୯ ମଧ୍ୟରେ ୨୯୬୩ କଏଦୀ ମୁକୁଳିଛନ୍ତି। ଜାମିନ୍ରେ ୨ହଜାର ୬୬୧ଜଣ ବାହାରିଥିବାବେଳେ ପାରୋଲ୍ର ଆସିଛନ୍ତି ୯ କଏଦୀ। ଏହା ବ୍ୟତୀତ ଅନ୍ୟ ବ୍ୟବସ୍ଥା ଜରିଆରେ ୨୯୩ଜଣ କଏଦୀଙ୍କୁ ଛଡାଯାଇଛି। ଜେଲ୍ ବିଭାଗ DG ସନ୍ତୋଷ ଉପାଧ୍ୟାୟ ଏନେଇ ସୂଚନା ଦେଇଛନ୍ତି। କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ କଏଦୀ ମାନଙ୍କୁ ପାରୋଲ କିମ୍ବା ଜାମିନ୍ରେ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଯେଉଁ କଏଦୀମାନଙ୍କୁ ୭ବର୍ଷ କିମ୍ବା ତାଠାରୁ କମ୍ ଦଣ୍ଡ ଦିଆଯାଇଛି ସେମାନେ ପାରୋଲ କିମ୍ବା ଅନ୍ତରୀଣ ଜାମିନରେ ଯାଇପାରିବେ ବୋଲି କୋର୍ଟ କହିଥିଲେ।
ରାଜ୍ୟର ବିଭିନ୍ନ ଜେଲ୍ରୁ ମୁକୁଳିଲେ ୨ହଜାର ୯୬୩ଜଣ କଏଦୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ହେଲେ ଖଲାସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- mostbet_wuer on ବାଙ୍କୀରେ ଡବଲ୍ ମର୍ଡର : ସରପଞ୍ଚଙ୍କ ସ୍ୱାମୀ ଓ ତାଙ୍କ ସହଯୋଗୀଙ୍କୁ ହତ୍ୟା
- vivod iz zapoya v stacionare_evkn on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Narkologicheskaya pomosh_loka on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- mostbet_caer on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- mostbet_baer on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
