ଭବନେଶ୍ବର: ୧୭ ଦିନରେ ପହଞ୍ଚିଲା ଲକ୍ଡାଉନ୍ । ସାରା ରାଜ୍ୟରେ ଏହାକୁ କଡାକଡି ଭାବେ ପାଳନ କରାଯାଉଥିବାବେଳେ ସଂକ୍ରମଣ ରୋକିବା ପାଇଁ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ଅମାନିଆଙ୍କୁ ସାବାଡ୍ କରିବା ପାଇଁ ମାସ୍କ ନ ପିନ୍ଧିଲେ ଫାଇନ୍ ଆଦାୟ କରାଯାଉଛି । ପ୍ରଥମ ୩ ଥର ମାସ୍କ ନପିନ୍ଧିଲେ ୨୦୦ଲେଖାଏଁ ଜରିମାନା ଓ ୩ ଥର ପରେ ୫୦୦ ଲେଖାଏଁ ଜରିମାନା ଆଦାୟ କରାଯିବ । ସେପଟେ ପରିବା ଓ ଗ୍ରୋସରୀ ସାମଗ୍ରୀ ଆଣିବା ପାଇଁ ବାଇକ୍ ମଧ୍ୟ ମନା କରାଯାଇଛି । ଏହାସହ ଲୋକଙ୍କ ସୁବିଧା ପାଇଁ ଘରେ ଘରେ ଜରୁରୀ ସାମଗ୍ରୀ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି ।
୧୭ ଦିନରେ ପହଞ୍ଚିଲା ଲକ୍ଡାଉନ୍, କଡାକଡି ଭାବେ ପାଳନ କରାଯାଉଛି ସଂକ୍ରମଣ ରୋକିବା ପାଇଁ ନିୟମ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Enzojaili on ବିଜେପୁର: ୩ଦଳର ପ୍ରାର୍ଥୀ ଚୟନ ଉପରେ ନଜର
- XanderWew on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- 1win_ppMi on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- Chaseret on ପାଗଳ କରିଛି ଧନୀ ହେବା ନିଶା; ବିଶାକ୍ତ ସାପ ପଛରେ ଧାଇଁଛନ୍ତି ଶହ ଶହ ଯୁବକ !
- ByronBat on ଆସନ୍ତା ଜାନୁୟାରୀ ୩୧ରେ ଓଡ଼ିଶା ଆସୁଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ !
