ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

Odisha Hot News
0 Min Read

ଓଡିଶା: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ । ଏନ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବାର ସୂଚନା ଆସୁଛି । ୨ୟ ମହଲାରେ ନିଆଁ ଲାଗିଥିବା ସୂଚନା ଆସୁଛି । ଘଟଣା ସ୍ଥଳରେ ଦମକଳ ବାହିନୀର ୬ଟି ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିବା ପରେ ସେଠାରେ ଥିବା ରୋଗୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିଲା । କେଉଁ କାରଣରୁ ନିଆଁ ଲାଗିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ ।

Share This Article