କୋରୋନା ଭୂତାଣୁ ନାଶ କରିବା ପାଇଁ ଘରୋଇ ଉପଚାର

Odisha Hot News
1 Min Read

ଭୁବନେଶ୍ୱର: କୋରୋନା ମହାମାରୀ ଚିକିତ୍ସା ପାଇଁ ଏପର୍ଯ୍ୟ†ନ୍ତ ଔଷଧର ଆବିଷ୍କାର ହୋଇପାରି ନାହିଁ। ତେବେ ଘରୋଇ ଉପାୟରେ କୋରୋନା ଭୂତାଣୁର ମୁକାବିଲା କରାଯାଇ ପାରିବ ବୋଲି କହିଛନ୍ତି ନାନୋ ଟେକ୍ନୋଲୋଜୀ ଓ ଡ୍ରଗ… ଡିସ୍କଭରୀ ବିଶେଷଜ୍ଞ ଦୀପକ ଭଟ୍ଟାଚାର୍ଯ୍ୟ।† ତାଙ୍କ ମତରେ କୋଭିଡ୍‌…-୧୯ ହେଉଛି ଏକ ଆର୍‌ଏନ୍‌…ଏ ଭୁତାଣୁ ଏବଂ ଏଲାଜିକ୍‌।… ଏହି ଭୂତାଣୁକୁ ନଷ୍ଟ କରି ପାରିବ କେନ୍ଦୁ ଫଳ ଓ ଡ଼ାଳିମ୍ବ। ଶୁଖିଲା ଚୋପାରେ ଏଲାଜିକ… ପ୍ରଚୁର ପରିମାଣରେ ରହିଛି ତେଣୁ ଏହାର ମିଶ୍ରଣକୁ ତିନି ଦିନରେ ଥରେ ୧୦ ଗ୍ରାମ… ଲେଖାଏଁ ସେବନ କଲେ ଭୁତାଣୁ ନଷ୍ଟ ହୋଇଯିବ। ଯେଉଁ ସ୍ବାସ୍ଥ†କର୍ମୀ ଆଗ ଧାଡ଼ିରେ ରହି କୋରୋନା ସଂକ୍ରମିତଙ୍କ ଚିକିତ୍ସା କରୁଛନ୍ତି ସେମାନେ ନିଜ ପାଟିରେ ପ୍ରତି 6 ଘଣ୍ଟାରେ ଥରେ ଚିରେଇତାର ଏକ ଛୋଟ ଖଣ୍ଡ ରଖିଲେ ଉପକୃତ ହେବେ। ସେହିପରି ଘରେ ନଡିଆ କତାରେ ଝୁଣା ଦେଲେ ଭୂତାଣୁ ନାଶ ହେବ ଏହା ଦ୍ୱାରା ବାସଗୃହ ବିଶୋଧନ ହୋଇପାରିବ ବୋଲି ସେ କହିଛନ୍ତି।

Share This Article