ରାଜ୍ୟରେ ଲାଗିଥିବା କରୋନା କଟକଣା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପୂର୍ବରୁ ମାର୍ଚ୍ଚ ୩୧ ଯାଏ କଟକଣା ଜାରି ହୋଇଥିଲା । ଏବେ ଏହା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଏହାକୁ ବୃଦ୍ଧି କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ନବୀନ ।
ରାଜ୍ୟରେ ଲାଗିଥିବା କରୋନା କଟକଣା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି, ଟ୍ଵିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

You Might Also Like
Leave a Comment
Leave a Comment
- Advertisement -