ରାଜ୍ୟରେ ଲାଗିଥିବା କରୋନା କଟକଣା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ପୂର୍ବରୁ ମାର୍ଚ୍ଚ ୩୧ ଯାଏ କଟକଣା ଜାରି ହୋଇଥିଲା । ଏବେ ଏହା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପରିସ୍ଥିତିକୁ ନଜରରେ ରଖି ଏହାକୁ ବୃଦ୍ଧି କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଟ୍ଵିଟ କରି ସୂଚନା ଦେଇଛନ୍ତି । ଏଥିପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ନବୀନ ।
ରାଜ୍ୟରେ ଲାଗିଥିବା କରୋନା କଟକଣା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି, ଟ୍ଵିଟ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Marcusmop on ସ୍ବାଧୀନତା ଦିବସକୁ ନକ୍ସଲଙ୍କ ବିରୋଧ
- ErnestLab on ଆଜିର ରାଶିଫଳ
- Ahmedexcum on ଆଜିର ରାଶିଫଳ
- RandallLam on ବାରଙ୍ଗରେ ଗୁଳିକାଣ୍ଡ: ଜଣେ ମୃତ
- Angelothini on ରାୟଗଡ଼ା ଓ ଗଜପତି ଜିଲ୍ଲାରେ ପ୍ରଚାର ସଭାରୁ ପୁଣି କେନ୍ଦ୍ରକୁ ଟାର୍ଗେଟ କଲେ ନବୀନ ।
