ଭୁବନେଶ୍ୱର : ବିଜେପି ଏକ ସାମ୍ବାଦିକ ସମ୍ମିଳନିରେ ଦଳ ଛାଡିବାରୁ ଦୁଇ ନେତାଙ୍କୁ ଣୁଭେଚ୍ଛା ଜଣାଇଛି । ବହୁ ପୂର୍ବରୁ ଏହି ଦୁଇ ନେତାଙ୍କୁ ଦଳ ଛାଡିବାକୁ ପ୍ରସ୍ତୁତ କରାଯାଇଥିଲା । ତେଣୁ ଏଥିପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକ ନାହିଁ ବୋଲି ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ସରକାର କାମ କଲେ ନାହିଁ ବୋଲି କହିବା ଠିକ୍ ନୁହେଁ । କାରଣ ମୋଦି ସରକାର ଆସିବା ପରେ ଅନେକ ବିକାଶ ହୋଇଛି ଏବଂ ରାଉଲକେଲା ରାଉଲକେଲା ଆଜି ସ୍ମାର୍ଟସିଟି ହୋଇପାରିଛି । ଶ୍ରୀମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ଦଳୀୟ କାର୍ଯ୍ୟକ୍ରମରେ ଉଭୟ ନେତା ଦିର୍ଘ ଦିନ ହେଲା ଯୋଗ ଦେଉନଥିଲେ । ତେବେ ପୂର୍ବରୁ ଜଣାଥିଲା କି ସେ ଦଳ ଛାଡିବେ । ସେହି ଦୁଇ ନେତା ବର୍ତ୍ତମାନର ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରେ ରଖି ଦଳରୁ ଆଜି ଇସ୍ତଫା ଦେଇଛନ୍ତି ।
ବିଜେପିର ସାମ୍ବାଦିକ ସମ୍ମିଳନି !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
