ଭୁବନେଶ୍ୱର : କମିଶନରେଟ ପୋଲିସ ପକ୍ଷରୁ ୫୦୨ଜଣ ବେପରୁଆ ଗାଡି ଚାଳକଙ୍କୁ ଚିହ୍ନଟ କରି ୩ଲକ୍ଷ ୭୫ହଜାର ଟଙ୍କାର ଜରିମାନା କରିଛି ଟ୍ରାଫିକ ପୋଲିସ। ରଙ୍ଗରୁଟରେ ଯାଉଥିବାରୁ ୨୩ ଗାଡି ଜବତ କରାଯାଇଛି, ବେଆଇନ ପାର୍କିଂ ପାଇଁ ୩୫ ଜଣଙ୍କୁ ଜରିମାନା, ସିସିଟିଭି ଦ୍ୱାରା ୧୪୧ ଜଣଙ୍କୁ ଚିହ୍ନଟ କରାଯାଇ ଚାଲାଣ କଟାଯାଇଛି। ସେହିଭଳି ୮୭ଜଣ ବିନା ହେଲମେଟ୍ରେ ଯାଉଥିବାବେଳେ ଧରାପଡି ଜରିମାନା ଦେଇଛନ୍ତି। ୨୩ଜଣ ୪ ଚକିଆରେ ସିଟ୍ବେଲ୍ଡ ବାନ୍ଧି ନ ଥିବାରୁ ଓ ବାଇକରେ ୩ଜଣ ବସି ଯାଉଥିବାବେଳେ ୩୩ଜଣ ଧରାପଡି ଜରିମାନା ଗଣିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି। ଏହାସହ ସୋମବାରଠାରୁ ମୋବାଇଲ୍ ଫୋନ୍ରେ କଥା ହୋଇ ଓ ରଙ୍ଗ୍ସାଇଡ୍ ଗାଡି ଚାଳନା ଉପରେ ଅଧିକ ଫୋକସ ଦିଆଯିବ ବୋଲି ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି।
୫୦୨ଜଣଙ୍କ ଉପରେ ୩.୭୫ ଲକ୍ଷ ଜରିମାନା କଲା ପୋଲିସ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- 1win_qcsn on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- pinup_bkOn on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- mejdynarodnie plateji_nlPr on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- mostbet_wokt on ସାମ୍ନାକୁ ଆସିଲା ରାଜ୍ୟରେ ଆଉ ୪ କରୋନା ପଜିଟିଭ୍ଙ୍କ କେସ୍ ହିଷ୍ଟ୍ରି
- mejdynarodnie plateji_glPr on ଖାଇବା ପରେ କାହିଁକି ଖାଆନ୍ତି ମିଠା
