ଭୁବନେଶ୍ବର: ପୂରିଲା ମହଲତ । କାଲିଠୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ । ନୂଆ ମୋଟରଯାନ ଆଇନ ଅନୁସାରେ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟକୁ କଡାକଡି କରାଯିବ । ଆଉ ବଢ଼ିବ ନାହିଁ ଡେଡଲାଇନ୍ । ଏହି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଫଳରେ ନିୟମ ଉଂଲଘନକାରୀଙ୍କୁ ମାର୍ଚ୍ଚ ୧ ତାରିଖ ପରେ ଆଉ ନିସ୍ତାର ମିଳିବ ନାହିଁ । ପରିବହନ ମନ୍ତ୍ରୀ କହିଛନ୍ତି ରାଜ୍ୟରେ ସଡକ ଦୁର୍ଘଟଣା ୫୦ପ୍ରତିଶତ କମାଇବାକୁ ଲକ୍ଷ୍ୟ ରଖାଯାଇଛି । ଅଧିକାଂଶ ଲୋକ କାଗଜପତ୍ର କରିସାରିଲେଣି ।
କାଲିଠୁ କଡ଼ାକଡି ହେବ ଟ୍ରାଫିକ୍ ଚେକିଂ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
