ଭୁବନେଶ୍ବର : ବିନା ବିଲଡିଂ ପ୍ଲାନ ଅନୁମୋଦନରେ କୋଠା ର୍ନିମାଣ, ବିନା ଟ୍ରେଡ ଲାଇସେନ୍ସରେ ବ୍ୟବସାୟ କରୁଥିବା, ହୋଲ ଡିଂ ଟିକସ ଫାଙ୍କୁଥିବା, ପାର୍କିଂ ସୁବିଧା ନ ଥିବା କଲ୍ୟାଣମଣ୍ଡପ ବିଏମସି କାରଣ ଦର୍ଶାଅ ନୋଟିସ କରିଥିଲା। ଜାନୁୟାରୀ ୩୧ ଏହାର ସମୟସୀମା ସରିବା ପରେ ସୋମବାର କଲ୍ୟାଣମଣ୍ଡପ ସିଲ ଅଭିଯାନ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୫ଟି କଲ୍ୟାଣମଣ୍ଡପ ସିଲ କରିବ ବିଏମସି। ଏଥିରେ ଦକ୍ଷିଣପୂର୍ବ ଜୋନରେ ସହିଦନଗର ଥାନା ଅଞ୍ଚଳରେ ଗୋଟିଏ, ଉତ୍ତର ଜୋନରେ ଚନ୍ଦ୍ରଶେଖରପୁର ଓ ଇନଫୋସିଟି ଥାନା ଅଧୀନରେ ତିନିଟି ଏବଂ ଦକ୍ଷିଣ ପଶ୍ଚିମ ଜୋନରେ ସାଇ ଗାର୍ଡେନ କଲ୍ୟାଣମଣ୍ଡପ ସିଲ୍ ହେବ। ଦକ୍ଷିଣ ପୂର୍ବ ଜୋନାଲ ଡେପୁଟୀ କମିଶନର ରୁପକ କୁମାର ପଟ୍ଟନାୟକ, ଦକ୍ଷିଣ ପଶ୍ଚିମ ରବି ନାରାୟଣ ଏବଂ ଉତ୍ତରର ପ୍ରମୋଦ ପୃଷ୍ଟିଙ୍କ ନେତୃତ୍ୱରେ ଏହି ସିଲ୍ ଅଭିଯାନ ଚାଲିଛି।
କଲ୍ୟାଣମଣ୍ଡପ ସିଲ୍ ଅଭିଯାନ ଆରମ୍ଭ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- melbet_qtpr on ଅବକାରୀ ବିଭାଗର ଚଢାଉ: ଧଳା ପାଉଡ଼ର ଜବତ, ୨ଜଣ ଗିରଫ !
- kyhni SPb_yaet on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- kyhni SPb_wget on ସୋସିଆଲ ମିଡ଼ିଆରେ ବିଜ୍ଞାପନ ଖର୍ଚ୍ଚ: ଭାଜପା ଆଗରେ
- kyhni SPb_fqet on ଆଜିର ରାଶିଫଳ
- mostbet_cxEa on କାମ ଦେଲାନି ମୋଦୀ ଯାଦୁ : ପଞ୍ଚମ ଥର ନବୀନ; ବିଜେପି ନିଷ୍ପ୍ରଭ, ମାଟି କାମୁଡ଼ିଲା କଂଗ୍ରେସ
