ରାୟଗଡ଼ା : ରାୟଗଡ଼ାର ମୁନିଗୁଡା ଥାନା ଅନ୍ତର୍ଗତ ନିୟମଗିରି ପାହାଡ଼ ଉପରେ ଥିବା ଢାମୁଣିପଙ୍ଗା ଗ୍ରାମ ନିକଟରେ ରବିବାର ରାତିରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିଲେ। ଏଥିରୁ ଅଳ୍ପକେ ସମସ୍ତ ଯବାନ ବର୍ତ୍ତି ଯାଇଛନ୍ତି। ମାଓବାଦୀଙ୍କ ଗତିବିଧିର ଖବର ପାଇ ରବିବାର ଯବାନ, ଏସ୍ଓଜି, ଡିପିଏଫ୍ଙ୍କର ଏକ ମିଳିତ କମ୍ବିଂ ଅପରେଶନ ଚାଲିଥିଲା। ମାଓବାଦୀମାନେ ଯବାନଙ୍କୁ ଆକ୍ରମଣ କରିବା ପାଇଁ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟାଇଥିଲେ। ଏଥିରେ କାହାରି କିଛି କ୍ଷତି ହୋଇନାହଁ। ୨ଟି ଲ୍ୟାଣ୍ଡମାଇନ ଏବଂ ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି ବୋଲି ରାୟଗଡା ଏସ୍ପି ଶ୍ରବଣା ବିବେକ୍ ଏମ୍ କହିଛନ୍ତି l
ମାଓବାଦୀଙ୍କ ଲ୍ୟାଣ୍ଡ୍ମାଇନ୍ ବିସ୍ଫୋରଣ: ଅଳ୍ପକେ ବର୍ତ୍ତିଲେ ଯବାନ
A dummy acting as a motorcycle suicide bomber is blown up next to a vehicle during a course on blast scene investigation near Hua Hin, Thailand January 17, 2016. To match SOUTHEASTASIA-SECURITY/ REUTERS/Jorge Silva
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- luxury car rental miami_wtOn on ପ୍ରଶାସନିକସ୍ତରରେ ଅଦଳବଦଳ
- melbet_twOt on ଦୁବାଇରେ ଫସିଥିବା ୪ ଓଡ଼ିଆ ଯୁବକଙ୍କୁ ଉଦ୍ଧାର କଲା ଓଡ଼ିଶା-ମୋ ପରିବାର
- 1win_ijmr on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- melbet_yiOt on ନୟାଗଡ ର୍ନିବାଚନମଣ୍ଡଳୀରୁ ପ୍ରଚାର ମୈଦାନକୁ ଓହ୍ଲାଇଲେ ନବୀନ
- mejdynarodnie plateji_arsl on ନିୟମ ଭାଙ୍ଗିଲେ ପୋଲିସ ବାବୁ । ପରିବାର ସହ ଶ୍ରୀମନ୍ଦିରରେ କଲେ ପ୍ରବେଶ
